ଗ୍ୟାରେଜ୍ରେ ପଶି ଜାଳିଦେଲେ ୬ଟି ବାଇକ୍ ଓ ୨ଟି କାର୍, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
ଧର୍ମଗଡ଼ ୨୮।୦୯ : କଳାହାଣ୍ଡି ଜିଲ୍ଲା ଭବନୀପାଟଣା ଇରିଗେସନ କଲୋନୀ ୧୭ ନମ୍ବରରେ ଲେନ୍ ଅଭାବନୀୟ ଘଟଣା । ଗ୍ୟାରେଜ୍ରେ ପଶି ଦୁର୍ବୃତ୍ତ ପୋଡିଦେଲେ ୬ଟି ବାଇକ୍ ଓ ଦୁଇଟି କାର୍ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଖବର ଅନୁଯାୟୀ, ଇରିଗେସନ କଲୋନୀ ୧୭ନମ୍ବର ଲେନରେ ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ରୋଧନ ପାଣ୍ଡେଙ୍କ ଗ୍ୟାରେଜରେ ଥିବା ଗାଡି ଗୁଡ଼ିକରେ ନିଆଁ ଲଗାଇଦେଇଥିଲେ। ବାଇକ୍ ପୋଡ଼ିବା ଶବ୍ଦ ଶୁଣି […]