ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୧।୧୦: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୬ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୬୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୩ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୪୨୩୬କୁ ବୃଦ୍ଧି ପାଇଛି । ଏନେଇ […]

ଅପରାଧ ରାଜ୍ୟ

ପ୍ରଥମ ଘଟଣା: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ

ସାନଖେମୁଣ୍ଡି ୦୧/୧୦: ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ପୋଲିସ ୧୧ ମାମଲାରେ ଜବତ ଗଞ୍ଜେଇକୁ ପୋଡ଼ି ନଷ୍ଟ କଲା । ଜିଲ୍ଲା କୋର୍ଟର ନିର୍ଦ୍ଦେଶକ୍ରମେ ପାଟପୁର ଥାନା ପୋଲିସ ପକ୍ଷରୁ ପୂର୍ବରୁ ବେଆଇନ ଭାବେ ୧୦ କ୍ୱିଣ୍ଟାଲରୁ କମ ଓଜନର ବହୁ ମାମଲାରେ ଜବତ ହୋଇଥିବା ଗଞ୍ଜେଇକୁ ପୋଡ଼ି ନଷ୍ଟ କରାଯାଇଥିବା ଜଣାପଡ଼ିଛି । ଡ୍ରଗ ଡିସୋପଜାଲ କମିଟି ତଥା ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରୟଙ୍କ ତତ୍ତ୍ଵାବଧାନରେ ଆସିକା ଏସଡିପିଓ ଉମାଶଙ୍କର ସିଂ, ପାଟପୁର ଥାନା […]

ଦେଶ ବିଦେଶ ମନୋରଞ୍ଜନ

Vikram Vedha: ଚଳିତ ବର୍ଷ ଟପ୍‌ ଓପନରର ରେକର୍ଡ ଭାଙ୍ଗିବ ଏହି ଫିଲ୍ମ ?

ମୁମ୍ଵାଇ ୩୦।୦୯: ହ୍ରିତିକ ରୋଶନ ଏବଂ ସୈଫ ଅଲି ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ବିକ୍ରମ ବେଧା ରିଲିଜକୁ ନେଇ ସିନେ ପ୍ରେମୀ ଖୁବ୍‌ ଉତ୍ସାହିତ। ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହେବା ପରଠାରୁ ଏହି ଚଳଚ୍ଚିତ୍ର ବିଷୟରେ ପ୍ରଶଂସକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର କ୍ରେଜ୍‌ ଦେଖିବାକୁ ମିଳିଛି। ଫିଲ୍ମର ଉଦଘାଟନ କିପରି ହେବ ତାହା ଦେଖିବାକୁ ପ୍ରକୃତରେ ସ୍ୱତନ୍ତ୍ର ହେବାକୁ ଯାଉଛି? କାରଣ ବ୍ରହ୍ମାସ୍ତ୍ରର ହିଟ୍ ପରଠାରୁ ଏହି ଚଳଚ୍ଚିତ୍ର ବିଷୟରେ ଦର୍ଶକଙ୍କ ବହୁତ ଆଶା ମଧ୍ୟ […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ପ୍ରାଇଭେଟ୍‌ ଆଇଲାଣ୍ଡ କିଣିଲେ ଗାୟକ ମିକା ସିଂ, ଫ୍ୟାନ୍ସ କହିଲେ-ସିଂ ଇଜ୍‌ କିଙ୍ଗ୍

ମୁମ୍ଵାଇ ୩୦।୦୯: ବଲିଉଡର ଜଣାଶୁଣା ଗାୟକ ମିକା ସିଂ। ନିକଟରେ ସେ ଏକ ଦ୍ୱୀପରେ ତାଙ୍କର ବୋଟ୍ ଚଳାଉଥିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ଦ୍ୱାରା ସେୟାର କରାଯାଇଥିବା ଏହି ପୋଷ୍ଟରେ ଦାବି କରାଯାଇଛି କି ମିକା ପ୍ରଥମ ଭାରତୀୟ ଗାୟକ । ଯିଏ ଏକ ପ୍ରାଇଭେଟ୍‌ ଦ୍ୱୀପ ତଥା ଆଇଲାଣ୍ଡ କିଣିଛନ୍ତି। ଏହି ଭିଡିଓରେ ମିକାଙ୍କ ଆଇଲାଣ୍ଡ ଆଡଭେଞ୍ଚରର ନେଟେନିଜେନଙ୍କ ପ୍ରତିକ୍ରିୟା ଦେଖନ୍ତୁ … ସେୟାର ହୋଇଥିବା ଭିଡିଓରେ ମିକା ତାଙ୍କ ଦ୍ୱୀପରେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ, ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ

ଯାଜପୁର ୩୦/୦୯: ପ୍ରଧାନ ଶିକ୍ଷକଙ୍କ ବଦଳିକୁ ନେଇ ରାଜରାସ୍ତାରେ ବିକ୍ଷୋଭ । ପ୍ରତିବାଦରେ ରାସ୍ତାକୁ ଓଲ୍ହାଇଲେ ଛାତ୍ର ଛାତ୍ରୀ ଓ ଅଭିଭାବକ । ଯାଜପୁର ଜିଲ୍ଲା ନନ୍ଦୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ନଜର ଆସିଛି ଏପରି ଘଟଣା । ଦୁଇ ଦିନ ହେବ ଛାତ୍ରଛାତ୍ରୀ ପ୍ରଧାନ ଶିକ୍ଷକଙ୍କୁ ବଦଳି ନ କରାଯାଉ ବୋଲି ରାସ୍ତାରେ ଧାରଣା ଦେଇ ବସିରହିଛି । ଆଜି ଛାତ୍ର ଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ରାସ୍ତା ଉପରକୁ ଆସିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । […]

ଅପରାଧ ଦେଶ ବିଦେଶ

ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ବିସ୍ଫୋରଣ; ୧୯ ମୃତ ୨୮ ଆହତ, ଦୁର୍ଭାଗ୍ୟପୂର୍ଣ୍ଣ କହିଲା ତାଲିବାନ

କାବୁଲ: ଯେବେଠାରୁ ଆଫଗାନିସ୍ତାନ ତାଲିବାନ କବ୍‌ଜାରେ ଆସିଲାଣି ସେବେଠାରୁ ଦେଶ ସବୁବେଳେ ଅଶାନ୍ତ ରହୁଛି। କେଉଁଠି ବନ୍ଧୁକ ମାଡ଼ ତ ଆଉ କେଉଁଠି ବୋମା ମାଡ଼ରେ ଥରୁଛି ଆଫଗାନିସ୍ତାନ। ବାରୁଦ ଧୂଆଁରେ ଆକ୍ତାମାକ୍ତା କାବୁଲ ଲୋକେ। ଶୁକ୍ରବାର ପୁଣି ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ରାଜଧାନୀ କାବୁଲର ଶିତ୍ତେ ଏରିଆରେ ଥିବା ଏକ ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଘଟଣା ସମ୍ପର୍କରେ ସୂଚନା ଦେଇ ପୁଲିସ ପ୍ରବକ୍ତା ଖାଲିଦ […]

ଅପରାଧ ଦେଶ ବିଦେଶ

ଅଫିସ୍ ନ ଆସି ଦରମା ନେଉଥିଲେ ଅଫିସର; ସସ୍‌ପେଣ୍ଡ କଲେ ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ଅଫିସ୍ ନ ଆସି ଦରମା ନେଉଥିଲେ ଅଫିସର। ନିଲମ୍ବିତ କଲେ ଉପମୁଖ୍ୟମନ୍ତ୍ରୀ। ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ଡେପୁଟି ସିଏମ୍‌ଓ ଅଫିସରଙ୍କୁ ନିଲମ୍ବିତ କରିଛନ୍ତି। ଅମରୋହା ଜିଲ୍ଲାରେ ନିଯୁକ୍ତ ସିଏମ୍ଓ ଡ. ଇନ୍ଦୁବାଳା ଶର୍ମା ଗତ ୬ ମାସ ହେଲା ଅଫିସ୍ ଆସୁନଥିଲେ। ହେଲେ ଦରମା ଟଙ୍କା ଉଠାଇ ନେଉଥିଲେ ବୋଲି ତାଙ୍କ ବିରୋଧରେ ଅଭିଯୋଗ ହେଉଥିଲା। ଅଫିସ୍‌ରେ ଉପସ୍ଥିତି ଜାହିର କରିବା ପାଇଁ ଆଟେଣ୍ଡାସ୍‌ଙ୍କ ସହଯୋଗରେ ଉପସ୍ଥାନ ଫାଇଲ୍‌ରେ ନକଲି ସିଗ୍‌ନେଚର କରିଦେଉଥିଲେ। […]

ଅପରାଧ ରାଜ୍ୟ

ଛତିଶଗଡ଼ରେ ୪ ଓଡ଼ିଆଙ୍କୁ ନିର୍ମମ ହତ୍ୟା, ସ୍ୱାମୀ-ସ୍ତ୍ରୀ ଓ ଦୁଇ ଛୁଆ ମୃତ

କଣ୍ଟାବାଞ୍ଜି ୩୦/୦୯: ଛତିଶଗଡ଼ରେ ୪ ଓଡ଼ିଆଙ୍କୁ ନିର୍ମମ ହତ୍ୟା । ଦୁର୍ଗ ଜିଲ୍ଲା କୁହ୍ମାରି ନିକଟ ଅକେଳି ଗାଁରେ ରହୁଥିବା ୪ ଓଡ଼ିଆଙ୍କୁ ହତ୍ୟା କରାଯାଇଛି । ଏମାନେ ସବୁ ହେଲେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଦେଢଗାଁର ଏକ ପରିବାରର ୪ ସଦସ୍ୟ । ତେବେ ଏମାନଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଓ ସେମାନଙ୍କ ଦୁଇ ଛୁଆ ଅଛନ୍ତି । ସମ୍ପତି ବିବାଦରୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୩ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୩୦/୦୯: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୮୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୨୦ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୪୦୯୦ କୁ ବୃଦ୍ଧି ପାଇଛି । […]

ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମଦପିଇ ମାତାଲ ହୋଇ ସ୍କୁଲରେ ଗଡୁଛନ୍ତି ଶିକ୍ଷକ, ଭିଡିଓ ଭାଇରାଲ

ସୁନ୍ଦରଗଡ ୩୦/୦୯: ବିଦ୍ୟାଳୟକୁ କୁହାଯାଏ ଶିକ୍ଷାର ମନ୍ଦିର । ପିଲାମାନେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଏଠାକୁ ଆସିଥାନ୍ତି । କିନ୍ତୁ ଯଦି ପାଠ ପଢାଉଥିବା ସାର୍ ନିଶାରେ ରହିବେ ତେବେ ପିଲାଙ୍କୁ ପାଠ ପଢାଇବ କିଏ ? ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ଯେଉଁଠି ଶିକ୍ଷକ ମଦ ପିଇ ଆସନ୍ତି ଓ କ୍ଲାସ ରୁମରେ ଶୋଇପଡନ୍ତି । ଖାଲି ସେତିକି ନୁହେଁ ପିଲାମାନଙ୍କୁ ବାଡେଇବା ସହ ଗାଳି ବି ଦିଅନ୍ତି । ଏଭଳି ଏକ […]