‘Aarya’ ପରେ ଟ୍ରାସ୍ଜେଣ୍ଡର ଭୂମିକାରେ ନଜର ଆସିବେ ସୁସ୍ମିତା, ଖୁବ୍ ଶୀଘ୍ର ଆରମ୍ଭ କରିବେ ସୁଟିଂ
ମୁମ୍ଵାଇ ୦୪।୧୦: ବଲିଉଡ୍ର ଜଣାଶୁଣା ଅଭିନେତ୍ରୀ ସୁସ୍ମିତା ସେନ । ‘ଆର୍ଯ୍ୟ’ ୱେବ୍ ସିରିଜ୍ରେ ସୁସ୍ମିତା ଦର୍ଶକଙ୍କ ପ୍ରିୟ ହୋଇଛନ୍ତି। ଏପର୍ଯ୍ୟନ୍ତ ଏହି ସିରିଜର ଦୁଇଟି ସିଜିନ୍ ଆସି ସାରିଛି। ଏବଂ ପ୍ରତ୍ୟେକ ସିଜିନ୍ରେ ସୁସ୍ମିତା ଚମତ୍କାର ଅଭିନୟ କରି ସମସ୍ତଙ୍କୁ ମତୁଆଲା କରିଛନ୍ତି। ବର୍ତ୍ତମାନ ସୁସ୍ମିତା ଆଗାମୀ ଦିନରେ ଆଉ ଏକ ୱେବ୍ ସିରିଜ୍ ଆସିବେ। ମିଡିଆ ରିପୋର୍ଟ ଅନୁଯାୟୀ, ତାଙ୍କର ସିରିଜ୍ଟି ଟ୍ରାନ୍ସଜେଣ୍ଡର ଆକ୍ଟିଭିଷ୍ଟ ଗୌରୀ ସାୱନ୍ତଙ୍କ ଉପରେ ଆଧାରିତ। ଏଥିରେ ସୁସ୍ମିତା OTT […]
