ଋଷଭ ପନ୍ତଙ୍କ ଜନ୍ମଦିନରେ ଉର୍ବଶୀ ଦେଲେ ଫ୍ଲାଇଂ କିସ୍, ଟ୍ରୋଲର୍ସ କଲେ ଟ୍ରୋଲ୍
ମୁମ୍ଵାଇ ୦୫।୧୦: ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ଉର୍ବଶୀ ରୌଉତେଲା। ସେ ତାଙ୍କ ଲୁକ୍ ଓ ଷ୍ଟାଇଲ୍ ପାଇଁ ବେଶ୍ ଲୋକପ୍ରିୟ। ହେଲେ ଏବେ ପୁଣି ଥରେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଟ୍ରୋଲର ଟାର୍ଗେଟକୁ ଆସିଛନ୍ତି। ସେ ଏକ ଜନ୍ମଦିନ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ଉର୍ବଶୀଙ୍କର ଏକ ଭିଡିଓ ଅଛି । ଯେଉଁଥିରେ ସେ ନାଚୁଛନ୍ତି ଏବଂ ଫ୍ଲାଇଙ୍ଗ୍ କିସ୍ ଦେଉଥିବାର ନଜର ଆସିଛନ୍ତି । ହେଲେ ଉର୍ବଶୀ କାହାର ନାମ ଲେଖି ନାହାଁନ୍ତି। […]