ହାଇକୋର୍ଟ ଗଲା ଅର୍ଚ୍ଚନା ନାଗ୍ କେସ୍, ଭାରତୀୟ ବିକାଶ ପରିଷଦ ଦାୟର କଲା ଜନସ୍ୱାର୍ଥ ମାମଲା
କଟକ ୧୪/୧୦: ହାଇକୋର୍ଟ ଗଲା ଅର୍ଚ୍ଚନା ନାଗ୍ ମାମଲା । ବ୍ଲାକମେଲିଂ କୁଇନଙ୍କ ବେଆଇନ ସମ୍ପତ୍ତିର ଇଡି ତଦନ୍ତ ପାଇଁ ଦାବି ହୋଇଛି । ଏନେଇ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାୟର ହୋଇଛି । ଅର୍ଚ୍ଚନାଙ୍କ ସହ ସମ୍ପର୍କିତ ସମସ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମଧ୍ୟ ଆବେଦନ କରାଯାଇଛି । ସୂଚନା ଥାଉକି ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍ ଅର୍ଚ୍ଚନାର କଳା ଟଙ୍କାରେ […]