STF ପଞ୍ଝାରେ ବ୍ରାଉନସୁଗାର ମାଫିଆ: ଦୁଇ ଗିରଫ, କୋଟିଏରୁ ଅଧିକ ମୂଲ୍ୟର ଧଳାଜହର ଜବତ
ବାଲେଶ୍ୱର ୧୮/୧୦: ରାଜ୍ୟରେ ବଢିବାରେ ଲାଗିଛି ଧଳାଜହର କାରବାର । ତେବେ ପୋଲିସ ମଧ୍ୟ ଏହି ବେଆଇନ କାରବାରରେ ବ୍ରେକ୍ ଲଗାଇବାକୁ ଚଲାଇଛି କସରତ । ଏହି ପରିପ୍ରେକ୍ଷୀରେ STF ପଞ୍ଝାରେ ବ୍ରାଉନସୁଗାର ବେପାରୀ । ବାଲେଶ୍ବର ପୋଲିସ ସହାୟତାରେ ସହଦେବଖୁଣ୍ଟା ରେଲୱେ ଷ୍ଟେନ ନିକଟରୁ ଜବତ ହୋଇଛି କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର । କେବଳ ବ୍ରାଉନ ସୁଗାର ଜବତ ହୋଇନି ତା ନୁହେଁ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ବ୍ରାଉନସୁଗାର କାରବାର […]