ପେଟ୍ରୋଲ ପମ୍ପରେ ବୋମାମାଡ଼, କାର୍ରେ ଆସି ନେଇଗଲେ ଲକ୍ଷାଧିକ ଟଙ୍କା
ଖଣ୍ଡପଡ଼ା ୧୭।୧୧ : ପଟ୍ରୋଲ ପମ୍ପରେ ବୋମାମାଡ଼ । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ରାଜକିଆରୀ ନିକଟରେ ଥିବା ପଟ୍ରୋଲ ପମ୍ପରେ ବୋମାମାଡ଼ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ୬ ଜଣ ଦୁର୍ବୁତ୍ତ ଏକ ନାଲି କାରରେ ଆସି ମା ଭାନୁମତି ପେଟ୍ରୋଲ ପମ୍ପରେ ଡକାୟତି କରିଥିଲେ । ଦୁର୍ବୁତ୍ତ ମାନେ ଦୁଇ ରାଉଣ୍ଡ ଗୁଳି ଫୁଟେଇବା ସହ ପେଟ୍ରୋଲ ପମ୍ପ ରେ […]









