ଖୁବ୍ଶୀଘ୍ର ଆସିବ ନୂଆ ଆପାର୍ଟମେଣ୍ଟ ମାଲିକାନା ଆଇନ
କଟକ: ଖୁବ୍ଶୀଘ୍ର ନୂଆ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ ଆସିବ। କ୍ୟାବିନେଟ୍ ଅନୁମୋଦନ ମିଳିବାପରେ ଚଳିତ ବିଧାନସଭା ଅଧିବେଶନରେ ଏହି ବିଲ୍ ଉପସ୍ଥାପନ କରାଯିବ। ଆଜି ହାଇକୋର୍ଟଙ୍କୁ ରାଜ୍ୟ ସରକାର ଏ ସମ୍ପର୍କରେ ଅବଗତ କରିଛନ୍ତି। ଆଜି ହାଇକୋର୍ଟରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନଭେମ୍ବର ୨୩ର ତଥ୍ୟ ଅନୁସାରେ ଓଡ଼ିଶା ଆପାର୍ଟମେଣ୍ଟ (ଓନର୍ସିପ୍ ଆଣ୍ଡ୍ ମ୍ୟାନେଜମେଣ୍ଟ) ବିଲ୍ର ଡ୍ରାଫ୍ଟ […]









