ଭୁବନେଶ୍ବରରେ ଶିଳ୍ପ ମହାକୁମ୍ଭ : ଆରମ୍ଭ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍, ଫୋକସରେ ୭ଟି ପ୍ରମୁଖ ସେକ୍ଟର
ଭୁବନେଶ୍ୱର ୩୦।୧୧: ଆଜିଠୁ ଭୁବନେଶ୍ବରରେ ଶିଳ୍ପ ମହାକୁମ୍ଭ । ଆରମ୍ଭ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍। ଭୁବନେଶ୍ବର ଜନତା ମଇଦାନରେ ଏକାଠି ହେବେ ଦେଶର ଜଣାଶୁଣା ଶିଳ୍ପପତି। ଏକାଠି ହେବେ ଶିଳ୍ପପତି ଓ ରାଜ୍ୟ ସରକାର। ଶିଳ୍ପ ସମୃଦ୍ଧ ଓଡ଼ିଶାର ତିଆରି ହେବ ନକ୍ସା। ଏଥିପାଇଁ ଭୁବନେଶ୍ବର ଜନତା ମଇଦାନରରେ ବ୍ୟାପକ ଆୟୋଜନ କରାଯାଇଛି। ତେବେ ଚଳିତ ବର୍ଷ ମେକ୍ ଇନ୍ ଓଡିଶା କନକ୍ଲେଭ୍ରେ ଫୋକସରେ ଅଛି ୭ ଟି ପ୍ରମୁଖ ସେକ୍ଟର। । ମେଟାଲ […]









