କର୍କଟ ରୋଗଦ୍ବାରା ସଂକ୍ରମିତ ‘ଟ୍ୟୁମର୍’ କଢ଼ାଇ ବିପଦମୁକ୍ତ ହେଲେ ଜିଲ୍ ବାଇଡେନ୍: ହ୍ବାଇଟ୍ ହାଉସ୍
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ୱାସିଂଟନ୍: ବୁଧବାର ଦିନ ଡାକ୍ତରମାନେ ସଫଳତାର ସହିତ ଆମେରିକାର ଫାଷ୍ଟ୍ ଲେଡି ଜିଲ୍ ବାଇଡେନ୍ଙ୍କ ଦେହରୁ କର୍କଟ ରୋଗଦ୍ବାରା ସଂକ୍ରମିତ ହୋଇଥିବା ଦୁଇଟି ଛୋଟ ‘ଟ୍ୟୁମର୍’ ବାହାର କରିଦେଇଥିବାରୁ ଏବେ ସେ ବିପଦମୁକ୍ତ ବୋଲି ହ୍ବାଇଟ୍ ହାଉସ୍ ଡାକ୍ତର କହିଛନ୍ତି। ଚର୍ମ […]









