ଯୋଶୀମଠ ଉପରେ ବର୍ଷାର ଦାଉ: ଚଉଡ଼ା ହେଉଛି ଫାଟ, ଅଧିକ ଦବୁଛି ମାଟି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଡେରାଡୁନ: ଉତ୍ତରାଖଣ୍ଡର ଯୋଶୀମଠ ଓ ଆଖପାଖ ଅଞ୍ଚଳରେ ମାଟି ଦବିବା ସହ ଘରମାନଙ୍କରେ ଫାଟ ଦେଖାଯିବା ଘଟଣା ବାସିନ୍ଦାଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ବୁଧବାର ରାତି ଓ ଗୁରୁବାର ସକାଳେ ହୋଇଥିବା ବର୍ଷା ଏହି ସମସ୍ୟାକୁ ଆହୁରି ବଢ଼ାଇଦେଇଛି। ଭୟରେ […]









