ଗଡ଼କରୀଙ୍କୁ ୧୦୦ କୋଟି ମାଗି ହତ୍ୟା ଧମକ, କର୍ଣ୍ଣାଟକ ଜେଲରେ ଗ୍ୟାଙ୍ଗଷ୍ଟର
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନାଗପୁର : ନିଜକୁ ଦାଉଦ ଇବ୍ରାହିମ୍ର ଲୋକ କହି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ୧୦୦ କୋଟି ଟଙ୍କା ମାଗିବା ସହ ନ ଦେଲେ ହତ୍ୟା କରିବାକୁ ଧମକ ଦେଇଥିବା ବ୍ୟକ୍ତିକୁ ଧମକର କିଛି ଘଣ୍ଟା ପରେ ନାଗପୁର ପୁଲିସ ଠାବ କରିବାରେ […]









