ବ୍ୟାସନଗରରେ ହକି ପାଇଁ ମହୋତ୍ସବ, ଦୁଲୁକିବ ମଞ୍ଚ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଯାଜପୁରଟାଉନ: ବିଶ୍ୱକପ୍ ହକି ଅବସରରେ ଆସନ୍ତା ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ବ୍ୟାସନଗର ଚାନ୍ଦମା ପଡ଼ିଆରେ ହକି ମହାକୁମ୍ଭ ଉତ୍ସବ ପାଳନ କରାଯିବ। ଗ୍ରାମୀଣ ଉତ୍ପାଦକୁ ପ୍ରୋତ୍ସାହନ ପାଇଁ ପଲ୍ଲିଶ୍ରୀ ମେଳା ସହ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ଜିଲ୍ଲାପାଳ ଚକ୍ରବର୍ତ୍ତୀ […]









