ଏହି ଦିନ ମହିଳାମାନେ ଭୁଲରେ ବି ଲଗାନ୍ତୁ ନାହିଁ ତେଲ,ନଚେତ ପତିଙ୍କର କମିଯିବ ଆୟୁଷ !
ଆମ ଓଡ଼ିଶାର ସଂସ୍କୃତି ଅନୁସାରେ ଗୋଟିଏ ଘରର ବୋହୁ ହେଉଛି ସେହି ଘରର ଲକ୍ଷ୍ମୀ ଏବଂ ସେହି ଘରର ସୁଖ ତଥା ଶାନ୍ତି ଏବଂ ଅଶାନ୍ତି ସେହି ଘରର ବୋହୁ ଉପରେ ନିର୍ଭର କରିଥାଏ । ବୋହୁଟି ଚାହିଁଲେ ଘରଟି ହସି ଉଠିଥାଏ ଏବଂ ସେହି ବୋହୁ ମଧ୍ୟ କେବେ କେବେ ଘରର ସର୍ବନାସର କାରଣ ମଧ୍ୟ ହୋଇଥାଏ। ବିବାହ ପୂର୍ବରୁ ଝିଅକୁ ଲକ୍ଷ୍ମୀ ବୋଲି କୁହାଯାଏ ଏବଂ ବିବାହ ପରେ ସେହି ଝିଅକୁ ଗୃହଲଷ୍ମୀ ବୋଲି […]









