ଜେଲରେ ଇଣ୍ଟିଗ୍ରେଟେଡ ଲ’ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ
ଭୁବନେଶ୍ବର : ବହୁ ଚର୍ଚ୍ଚିତ ହନି ଟ୍ରାପ ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଇଣ୍ଟିଗ୍ରେଟେଡ୍ ଲ ପରୀକ୍ଷା ଦେବେ। ଫର୍ମ ଫିଲ ଅପ୍ ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ଖୁବ ଶୀଘ୍ର ଅର୍ଚ୍ଚନା ନିଜ ଆଇନଜୀବୀଙ୍କ ମାଧ୍ୟମରେ ଫର୍ମ ଫିଲ ଅପ୍ କରିବେ। ଏହା ପରେ ପରୀକ୍ଷା ଦେବା ପାଇଁ ମଧ୍ୟ ଆଇନଜଗତ କାଗଜପତ୍ର ପ୍ରସ୍ତୁତି ଆରମ୍ଭ ହେବ ବୋଲି ତାଙ୍କ ଆଇନଜୀବୀ ଦେବାଶିଷ ମହାପାତ୍ର କହିଛନ୍ତି। ଆଇନଜୀବୀ ଶ୍ରୀ ମହାପାତ୍ର କହିଛନ୍ତି, ଅର୍ଚ୍ଚନା ନାଗ […]









