ଦେଶ ବିଦେଶ ମନୋରଞ୍ଜନ

ଆଜି କାଜଲଙ୍କ ବିବାହ

କଣ୍ଠଶିଳ୍ପୀ ନେହା କକ୍କଡ଼ଙ୍କ ପରେ ଏବେ ଦକ୍ଷିଣୀ ଅଭିନେତ୍ରୀ କାଜଲ ଅଗ୍ରୱାଲ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଆସନ୍ତାକାଲି ଅର୍ଥାତ(ଶୁକ୍ରବାର) ତାଙ୍କର ବିବାହ ଥିବା ବେଳେ ଏନେଇ ସମସ୍ତ ପ୍ରସ୍ତୁତି ସରିଛି। ଆଜି ତାଙ୍କର ମେହେନ୍ଦି ଓ ହଳଦୀ ରଶମ ଶେଷ ହୋଇଛି। ହାତରେ ମେହେନ୍ଦି ଲଗାଇ ବେଶ୍‌ ଚୁଲ୍‌ବୁଲି ଅନ୍ଦାଜରେ ଆଜି ସାମାଜିକ ଗଣମାଧ୍ୟମରେ ସେ ନିଜର କିଛି ଫଟୋ ସେୟାର କରିଛନ୍ତି। ଏଥିରେ ସେ ବହୁତ ଖୁସିଥିବା ‌ଦେଖିବାକୁ ମିଳିଛି। ଆସନ୍ତାକାଲି ତାଙ୍କର […]