ମନୋରଞ୍ଜନ

୧୮ଟି ଦେଶରେ ପୁଣି ରିଲିଜ ହେବ ଶାହରୁଖ ଓ କାଜୋଲଙ୍କ ଫିଲ୍ମ DDLJ

ନୂଆଦିଲ୍ଲୀ ୨୨/୧୦: ଶାହରୁଖ ଖାନ ଓ କାଜୋଲଙ୍କ ଆଇକନିକ ଫିଲ୍ମ ଦିଲଓ୍ବାଲେ ଦୁଲହନିଆ ଲେ ଜାଏଙ୍ଗକୁ ପୂରିଛି ୨୫ ବର୍ଷ। ଏବେ ବି ଫିଲ୍ମ ସେମିତି ଲୋକପ୍ରିୟ। ଫିଲ୍ମକୁ ନେଇ କିଛି ଦିନ ହେବ ଏମିତି ଚର୍ଚା ଚାଲିଛି ଯେ ଲାଗୁଛି ଯେମିତି ଏଇ ବର୍ଷ ରିଲିଜ ହୋଇଛି। ଫିଲ୍ମ କ୍ରିଟିକ ତରଣ ଆଦର୍ଶ କହିଛନ୍ତି ଏହି ବ୍ଲକବ୍ଲାଷ୍ଟର ଫିଲ୍ମ ପୁଣି ଥରେ ୧୮ଟି ଦେଶରେ ରିଲିଜ ହେବ। ଏଥିପାଇଁ ତାଲିକା ପ୍ରସ୍ତୁତି ସରିଛି। ଆମେରିକା, ୟୁକେ, […]