ଦେଶ ବିଦେଶ ମନୋରଞ୍ଜନ

ବାଥ୍‌ରୋବ୍‌ ସହ ବଧୂ ବେଶରେ କାଜଲ

ଦକ୍ଷିଣୀ ଅଭିନେତ୍ରୀ କାଜଲ ଅଗ୍ରୱାଲ ଆଜି ଶିଳ୍ପପତି ଗୌତମ କିଚ୍‌ଲୁଙ୍କୁ ବିବାହ କରିଛନ୍ତି। କରୋନା ମହାମାରୀ ଯୋଗୁଁ କେବଳ ପରିବାର ଲୋକଙ୍କ ଗହଣରେ କାଜଲଙ୍କ ବିବାହ ସମ୍ପନ୍ନ ହୋଇଥିଲେ ବି ନିଜର ପ୍ରତିଟି ଖୁସିର ମୁହୂର୍ତ୍ତ ସେ ନିଜ ପ୍ରଶଂସକମାନଙ୍କ ସହ ସେୟାର କରିଛନ୍ତି। ମେହେନ୍ଦି, ହଲ୍‌ଦୀ ଓ ସଙ୍ଗୀତ ଆଦି ସମସ୍ତ ରୀତିନୀତିର ଫଟୋ କାଜଲ ସାମାଜିକ ଗଣମାଧ୍ୟମରେ ସେୟାର କରିଥିବା ଦେଖିବାକୁ ମିଳିଛି। ଏବେ ବିବାହର ଖୁବ୍‌ ପୂର୍ବରୁ ବାଥ୍‌ରୋବ୍‌ ପିନ୍ଧି ବଧୂ ମେକ୍‌ଅପ୍‌ରେ […]