ସ୍ୱାସ୍ଥ୍ୟ

ଜୁସ୍ ପିଇବା ଅଭ୍ୟାସ ଯୋଗୁଁ ହେଉଛି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା: ଏହିସବୁ ଦିଗ ପ୍ରତି ଦିଅନ୍ତୁ ଦୃଷ୍ଟି

ଭୁବନେଶ୍ୱର ୦୧/୧୧ : ବ୍ୟାୟାମ କରିବା ପରେ ସାଧାରଣତଃ ସମସ୍ତେ ହାଲିଆ ହୋଇଯାଆନ୍ତି। ଶରୀରକୁ ଶକ୍ତି ପ୍ରଦାନ କରିବାକୁ ଜୁସ ପିଇଥାନ୍ତି। ଅଧିକାଂଶ ଲୋକ ଜୁସ ପିଇବା ସ୍ୱାସ୍ଥ୍ୟ ପାଇଁ ସ୍ୱାସ୍ଥ୍ୟକର ବୋଲି ଭାବି ନିଜ ଡାଏଟରେ ସାମିଲ କରନ୍ତି। ଯେହେତୁ ଜୁସ ଫଳ ଏବଂ ପନିପରିବା ରସରୁ ତିଆରି ହୁଏ ଲୋକମାନେ ଭାବନ୍ତି ଯେ ଏହା ପୁଷ୍ଟିକର ଏବଂ ଏହାକୁ ପିଇବା ହାନିକାରକ ନୁହେଁ। କିନ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କେତେକ ପରିସ୍ଥିତିରେ ଜୁସ୍ […]