କଳା ଓ ସଂସ୍କୃତି ଧର୍ମ

ହୁଏତ କମ୍ ଲୋକେ ଜାଣନ୍ତି ! ଝୋଟି ପାରିବା ଯୋଗୁ ମିଳିଥାଏ ୫ଟି ଲାଭ

ହିନ୍ଦୁ ଧର୍ମର ଲୋକେ ଘର ଆଗରେ ଝୋଟି ପାରିବା ଏକ ସାଧାରଣ କଥା। ଘରର ସୁଖ ଓ ସମୃଦ୍ଧି ଲାଗି ଅଗଣାରେ ଝୋଟି ପାରନ୍ତି। ଦିପାବଳୀ ଓ ଏଭଳି ଅବସରମାନଙ୍କରେ ଘର ଅଗଣାରେ ଝୋଟି ପକାଇବା ଅନେକ ଗୁରୁତ୍ୱ ବହନ କରେ। ଏଣୁ ଦଶହରାରୁ ଲୋକଙ୍କ ଘର ଅଗଣାରେ ଝୋଟି ପଡିବା ଆରମ୍ଭ ହୋଇଯାଏ। ତେବେ କେବଳ ଝୋଟି ଯେ ସାଜ ସଜ୍ଜା ଅଥବା ଧାର୍ମିକ କାରଣରୁ ଗୁରୁତ୍ୱପୂର୍ଣ୍ଣ ତାହା ନୁହେଁ ବୈଜ୍ଞାନିକ ଦୃଷ୍ଟିରୁ ମଧ୍ୟ ଏହାର […]