JEE Main ଟପ୍ପର ଗିରଫ : ପରୀକ୍ଷାରେ ଅନ୍ୟକୁ ବସାଇ ପାଇଥିଲେ ୯୯.୮%
ଗୁଆହାଟୀ ୨୯/୧୦: ଆସାମ ପୋଲିସ୍ JEE Main ପରୀକ୍ଷାରେ ଏକ ବଡ଼ ଠକାମିର ଖୁଲାସା କରିଛି। ପୋଲିସ୍ ଜେଇଇରେ ୯୯.୮% ପ୍ରତିଶତ ନମ୍ବର ସହ ଆସାମରେ ଟପ୍ କରିଥିବା ପରୀକ୍ଷାର୍ଥୀ ,ତାଙ୍କ ବାପା ଡାକ୍ତର ଜ୍ୟୋତିର୍ମୟ ଦାସ (ଗୁଆହାଟୀର ଜଣେ ଡାକ୍ତର) ଏବଂ ପ୍ରକ୍ସିର ବ୍ୟବସ୍ଥା କରିଥିବା ଅନ୍ୟ ୩ଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ ଜେଇଇ ଟପର ନୀଲ ନକ୍ଷତ୍ର ଦାସ ବିନା ପରୀକ୍ଷା ଦେଇ JEE Main ପରୀକ୍ଷାରେ ୯୯.୮% ହାସିଲ କରିଥିଲେ। ଅର୍ଥାତ୍ […]