ଧର୍ମ

ବୁଧଙ୍କ ବକ୍ର ଚଳନ, ଅକ୍ଟୋବର ୧୮ ପର୍ଯ୍ୟନ୍ତ ଏହି ରାଶି ବ୍ୟକ୍ତିଙ୍କର ହେବ ଲାଭ, ମିଳିବ ମାନ ସମ୍ମାନ

ନୂଆଦିଲ୍ଲୀ ୨୭/୦୯: ଗ୍ରହମାନଙ୍କ ରାଜକୁମାର ବୁଧ, ସେପ୍ଟେମ୍ବର ୨୭ ରୁ ତୁଳା ରାଶିରେ ବକ୍ର ଚଳନ କରିବେ। ତୁଳା ରାଶିରେ ବକ୍ର ଚଳନ ମଧ୍ୟରେ ଅକ୍ଟୋବର ୨ ରେ, ସମାନ ଅବସ୍ଥାରେ କନ୍ୟା ରାଶିରେ ପ୍ରବେଶ କରିବେ। ବୁଧବଙ୍କ ବକ୍ର ଚଳନ ହେତୁ ମିଥୁନ ଏବଂ କନ୍ୟା ରାଶି ସମେତ ଅନେକ ରାଶିର ବ୍ୟକ୍ତିଙ୍କୁ ଶୁଭ ଫଳାଫଳ ପ୍ରାପ୍ତ ହେବ। ଚାଲନ୍ତୁ ଜାଣିବା ସେହି ରାଶିଗୁଡିକ ବିଷୟରେ… ମିଥୁନ- ଏହି ସମୟରେ ବୁଧ ଆପଣଙ୍କ ରାଶିର ପଞ୍ଚମ […]

ଧର୍ମ

ଶନି ଦଶାରୁ ମୁକ୍ତି ପାଇବା ପାଇଁ ଜପ କରନ୍ତୁ ଶନି ଦେବତାଙ୍କ ପତ୍ନୀଙ୍କ ମନ୍ତ୍ର

ଶନି ଦେବତାଙ୍କ କୃପା ପାଇବା ପାଇଁ ଶନିଙ୍କ ଭକ୍ତ କ’ଣ କ’ଣ ନ କରନ୍ତି। ମନ୍ଦିର ଯାଆନ୍ତି, ଉପବାସ ରଖିଥାଆନ୍ତି ଏବଂ ଯେତେବେଳେ ଭକ୍ତଙ୍କ ମନସ୍କାମନା ପୂରଣ ହୋଇଥାଏ ସେତେବେଳେ ସେମାନେ ଶନି ଦେବତାଙ୍କ ଭକ୍ତି ଭାବରେ ବିଭୋର ହୋଇଯାଇଥାଆନ୍ତି। ଯଦି ଶନି ଭକ୍ତ ଶନି ଦେବତାଙ୍କ ଆରାଧନା ଭଲ ମନରେ କରିବେ ତେବେ ସୂର୍ଯ୍ୟ ପୁତ୍ର ତାଙ୍କ ମନୋସ୍କାମନା ପୂରଣ କରିବାରେ କେବେ ବିଳମ୍ବ କରିବେ ନାହିଁ। ଶନି ଦେବତାଙ୍କୁ କିପରି ପ୍ରସନ୍ନ କରାଯିବ ତାହା […]

ଧର୍ମ

ଶନିବାର ଦିନ ପଢନ୍ତୁ ଶନିଙ୍କ ମନ୍ତ୍ର: ଶନିଦେବ ପ୍ରସନ୍ନ ହେବା ସହ ମିଳିବ କୃପା

ଭୁବନେଶ୍ୱର ୦୩/୧୦ : ଶନିବାର ଦିନ ନ୍ୟାୟ ଦେବତା ଶନିଦେବଙ୍କୁ ଆରାଧନା କରାଯାଏ। ଶନିବାର ଦିନ ଶନିଦେବଙ୍କୁ ପୂଜା କଲେ ସବୁ କଷ୍ଟ ଦୂର ହୋଇଥାଏ। ଯେଉଁମାନଙ୍କର ସାଢ଼େସାତି ଚାଲୁଥାଏ ସେମାନେ ଶନିଦେବଙ୍କୁ ପୂଜା କଲେ ଶୁଭ ଫଳ ମିଳିଥାଏ। ଶନି ଦୋଷରୁ ମୁକ୍ତି ପାଇଁ ମୂଳ ନକ୍ଷତ୍ରଯୁକ୍ତ ଶନିବାରରୁ ଆରମ୍ଭ କରି ସାତଟି ଶନିବାର ଯାଏଁ ପୂଜା କରିବା ସହ ବ୍ରତ ପାଳନ କରିବା ଉଚିତ। ସମ୍ପୂର୍ଣ୍ଣ ନିୟମ ଅନୁସାରେ ପୂଜା ଓ ବ୍ରତ ପାଳନ […]