କଳା ଓ ସଂସ୍କୃତି ଧର୍ମ

ଚତୁର୍ମାସ୍ୟା ଗୁରୁବାର

ମାର୍ଗଶିର ହେଉଛି ଶ୍ରେଷ୍ଠମାସ। କାରଣ ସ୍ୱୟଂ ଶ୍ରୀକୃଷ୍ଣ ‘ଗୀତା’ରେ କହିଛନ୍ତି- ମୁଁ ମାସମାନଙ୍କ ମଧ୍ୟରେ ମାର୍ଗଶିର। ଏହି ମାସ ମଧ୍ୟ ‘ଲକ୍ଷ୍ମୀଙ୍କ ମାସ’। କାରଣ, ମାର୍ଗଶିର ମାସର ଗୁରୁବାରଗୁଡ଼ିକ ଲକ୍ଷ୍ମୀପୂଜାପାଇଁ ପ୍ରଶସ୍ତ। ଘରେ ଘରେ ଏହି ମାସରେ ମାଣ ବସାଯାଇ ଦେବୀ ଲକ୍ଷ୍ମୀଙ୍କର ପୂଜା କରାଯାଏ। କିନ୍ତୁ ଶ୍ରାବଣ, ଭାଦ୍ରବ, ଆଶ୍ୱିନ ଓ କାର୍ତ୍ତିକ- ଏହି ଚାରିମାସର ଗୁରୁବାରଗୁଡ଼ିକରେ ମଧ୍ୟ କେତେକ ଅଞ୍ଚଳରେ ଲକ୍ଷ୍ମୀପୂଜା କରାଯିବାର ପ୍ରଥା ଅଛି। ‘ଚତୁର୍ମାସ୍ୟା ଗୁରୁବାର’ ନାମରେ କେତୋଟି ପୋଥି ମଧ୍ୟ […]

ଧର୍ମ

ସନ୍ଧ୍ୟାବେଳେ ଏସବୁ କାମ କଲେ କୋପ ହୋଇଥାନ୍ତି ମା ଲକ୍ଷ୍ମୀ : ହୋଇଥାଏ ଧନ ହାନି

ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ଦିପାବଳୀରେ ମଧ୍ୟ ମା ଲକ୍ଷ୍ମୀଙ୍କ ଆଗମନ ପାଇଁ ମାସେ ପୂର୍ବରୁ ଲୋକେ ଘର ସଫା କରିବା ଆରମ୍ଭ କରି ଦେଇଥାନ୍ତି। ମା ଲକ୍ଷ୍ମୀ ନିଜ ଭକ୍ତଙ୍କଠୁ ପ୍ରସନ୍ନ ହୋଇ ତାଙ୍କୁ ଧନ ଏବଂ ବୈଭବ ବରଦାନ ଦେଇଥାନ୍ତି। ଏପରି କୁହାଯାଇଥାଏ ଯେ ଯେଉଁ ବ୍ୟକ୍ତିଠୁ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇନଥାନ୍ତି ସେମାନଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏପରି କିଛି ବିଶ୍ବାସ […]