ଧର୍ମ

ଜାଣନ୍ତୁ ବର୍ଷକୁ ୨ଥର କାହିଁକି ପାଳନ କରାଯାଏ ହନୁମାନଙ୍କ ଜନ୍ମଦିନ

ପ୍ରଭୁ ହନୁମାନ ଏକମାତ୍ର ଏପରି ଦେବତା ଯାହାଙ୍କ ଜନ୍ମଦିନ ବର୍ଷକୁ ଦୁଇ ଥର ଆସିଥାଏ। ଏହି କାରଣ ଯୋଗୁଁ ହନୁମାନଙ୍କ ବିଷୟରେ ଏପରି ଅନେକ କଥା ରହିଛି ଯାହା ତାଙ୍କୁ ସମସ୍ତ ଦେବତାଙ୍କ ମଧ୍ୟରେ ଖାସ୍ କରିଥାଏ। ପୌରାଣିକ ମତ ଅନୁସାରେ ହନୁମାନ ତ୍ରେତୟା ଯୁଗରୁ ଆରମ୍ଭ କରି ସୃଷ୍ଟିର ଅନ୍ତ ଯାଏଁ ନିଜ ଶରୀର ସହ ପୃଥିବୀ ପୃଷ୍ଠରେ ବିଦ୍ୟମାନ ଅଛନ୍ତି। ଧାର୍ମିକ ବିଶ୍ବାସ ରହିଛି ଯେ ଯେଉଁଠାରେ ରାମଙ୍କ କଥା ହୋଇଥାଏ ସେଠାରେ ହନୁମାନ […]

ଧର୍ମ

ଭାରତରେ ହନୁମାନଙ୍କ ୫ ବିଶାଳକାୟ ପ୍ରତିମା: ଜାଣନ୍ତୁ କେଉଁଠି ଅଛି ଏବଂ ଏହା ପଛର କାହାଣୀ

ନୂଆଦିଲ୍ଲୀ ୧୩/୧୦ : ହନୁମାନ ନିଜ ଭକ୍ତଙ୍କ ସବୁ ପ୍ରକାର କଷ୍ଟ ଓ ସମସ୍ୟା ଦୂର କରିଥାନ୍ତି। ସେଥିପାଇଁ ତାଙ୍କୁ ସଙ୍କଟମୋଚନ ମଧ୍ୟ କୁହାଯାଏ। ହନୁମାନ ଖୁବ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି ବୋଲି ବିଶ୍ୱାସ ରହିଛି। ହନୁମାନଙ୍କୁ ପ୍ରସନ୍ନ କରିବାକୁ ବେଶୀ କିଛି କରିବାକୁ ପଡ଼ିନଥାଏ। ସଚ୍ଚୋଟ ମନରେ ପ୍ରାର୍ଥନା କଲେ ସେ ଭକ୍ତଙ୍କ ଦୁଃଖ ଦୂର କରନ୍ତି। ହନୁମାନ ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ। ପ୍ରଭୁ ଶ୍ରୀରାମଙ୍କ ଶରଣାଗତ ହେଲେ ହନୁମାନ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି। […]

ଧର୍ମ

ପଢ଼ନ୍ତୁ ହନୁମାନଙ୍କ ଏହି ମନ୍ତ୍ର : ଦୂର ହୋଇଯିବ ସମସ୍ତ କଷ୍ଟ

ଦୁନିଆର ସମସ୍ତ କଷ୍ଟ କାମ କେବଳ ହନୁମାନଙ୍କ କୃପା ଏବଂ ସ୍ମରଣ ଦ୍ବାରା ସମ୍ଭବ ହୋଇଥାଏ। ମଙ୍ଗଳବାର ଶ୍ରୀ ହନୁମାନଙ୍କ ଧ୍ୟାନ ଦ୍ବାରା ଜୀବନକୁ ମଙ୍ଗଳମୟ କରିବା ଶୁଭ ବୋଲି କୁହାଯାଇଥାଏ। ଏହି ଦିନ ହନୁମାନଙ୍କ ଧ୍ୟାନ,ଗ୍ରହ,ମନ,କର୍ମ ଏବଂ ବିଚାର ଦ୍ବାରା ଦୋଷକୁ ଦୂର କରି ସୁଖ-ସଫଳତା ପାଇ ହେବ ବୋଲି କୁହା ଯାଇଥାଏ। ଏଥିପାଇଁ ହନୁମାନଙ୍କ ବିଶେଷ ମନ୍ତ୍ର ଧ୍ୟାନ କରିବାର ମହତ୍ତ୍ବ ରହିଛି। ଶ୍ରୀ ହନୁମାନ ଚାଳିଶାରେ ବର୍ଣ୍ଣିତ ‘ଦୁର୍ଗମ କାଯ ଜଗତ କେ […]

ଧର୍ମ

ମଙ୍ଗଳବାର ଭୁଲରେ ବି କରନ୍ତୁ ନାହିଁ ଏହି କାମ : ପଡ଼ିପାରନ୍ତି ଅସୁବିଧାରେ

ହିନ୍ଦୁ ଧର୍ମରେ ସପ୍ତାହରେ ସବୁ ଦିନ କୌଣସି ନା କୌଣସି ବିଶେଷ ଦେବତାଙ୍କୁ ସମର୍ପିତ ହୋଇଥାଏ ଏବଂ ସେହି ଦିନ ବିଶେଷ ପୂଜା ଅର୍ଚ୍ଚନା କରିବା ଦ୍ବାରା ଦେବତାମାନେ ପ୍ରସନ୍ନ ହୋଇଥାନ୍ତି। ସେହିପରି ମଙ୍ଗଳବାର ହନୁମାନଙ୍କ ଦିନ ବୋଲି କୁହାଯାଇଥାଏ। କୁହାଯାଇଥାଏ ଯେ ମଙ୍ଗଳବାର ଦିନ ବ୍ରତ ରଖିବା ଦ୍ବାରା ମଙ୍ଗଳଦାୟକ ଫଳାଫଳ ମିଳିଥାଏ। ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରିବା ଦ୍ବାରା ବଡ଼ ବଡ଼ ସଙ୍କଟ ଦୂର ହୋଇ ଯାଇଥାଏ। ଯୋଗ ସାଧନାରେ ମଧ୍ୟ ମଙ୍ଗଳବାର […]

ଧର୍ମ

ରାହୁ କେତୁଙ୍କୁ ପ୍ରସନ୍ନ କରିବାକୁ ଭଗବାନ ଶିବଙ୍କୁ କରନ୍ତୁ ଆରାଧନା : ସବୁ କଷ୍ଟରୁ ମିଳିବ ମୁକ୍ତି

ଭୁବନେଶ୍ୱର : କୁଣ୍ଡଳୀରେ ସମସ୍ତ ଗ୍ରହ ନକ୍ଷତ୍ରଙ୍କର ଭିନ୍ନ ଭିନ୍ନ ପ୍ରଭାବ ପଡିଥାଏ | କେଉଁ ଗ୍ରହ ଭଲ ସମୟ ନେଇ ଆସିଥାନ୍ତି ତ କେଉଁ ଗ୍ରହ ଖରାପ ସମୟ ନେଇ ଆସିଥାନ୍ତି | ଯଦି କୁଣ୍ଡଳୀରେ ରାହୁ କେତୁ ପ୍ରବେଶ କରିଥାନ୍ତି ତାହେଲେ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ | କିନ୍ତୁ ଯଦି ରାହୁ କେତୁ କାହା ଉପରେ ପ୍ରସନ୍ନ ହୁଅନ୍ତି ତାହେଲେ ସବୁ ପ୍ରକାର ସୁଖ ସୁବିଧା ପ୍ରାପ୍ତ ହୋଇଥାଏ | ଶାସ୍ତ୍ରରେ କୁହାଯାଇଛି […]

ଧର୍ମ

ହନୁମାନଙ୍କ କେଉଁ ଫଟୋ ଘରେ ରଖିବା ଶୁଭ ଓ କେଉଁଟି ଅଶୁଭ ଜାଣନ୍ତୁ

ଭୁବନେଶ୍ୱର : ପ୍ରତ୍ୟେକ ହିନ୍ଦୁ ପରିବାରରେ ଯେଉଁମାନେ ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତି ତାଙ୍କ ଘରେ ଭଗବାନଙ୍କ ଫଟୋ ଦେଖିବାକୁ ମିଳିଥାଏ । ଘରେ ଭଗବାନଙ୍କୁ ଆରାଧନା କଲେ ସକାରାତ୍ମକ ଶକ୍ତି ମିଳିଥାଏ । କିନ୍ତୁ ଘରେ ଭଗବାନ ପ୍ରତିମା କିଏ ଫଟୋ ଲଗାଇବାକୁ ମଧ୍ୟ କିଛି ନିୟମ ରହିଛି ଯାହାକୁ ପାଳନ କଲେ ଶୁଭଫଳ ମିଳିଥାଏ । ପବାନପୁତ୍ର ହନୁମାନଙ୍କୁ ଭଗବାନ ଶିବଙ୍କ ଏକାଦଶ ଅବତାର ବୋଲି କୁହାଯାଏ । ହନୁମାନ ଅମର ବୋଲି ହିନ୍ଦୁ […]

ଧର୍ମ

ହନୁମାନ ଚାଳିଶା ପାଠର ଅବ୍ୟର୍ଥ ଶକ୍ତି, ରହିଛି ଅନେକ ବିପଦର ନିରାକରଣ, ପ୍ରତିଦିନ ପଢ଼ିଲେ ଯାହା ମିଳେ ତାହା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ହନୁମାନ ଚାଳିଶା ହନୁମାନଙ୍କ କୃପା ପାଇବାର ସବୁଠୁ ସରଳ ଏବଂ ଶ୍ରେଷ୍ଠ ମାଧ୍ୟମ। ହନୁମାନ ଚାଳିଶାର ପ୍ରୟୋଗ ଆମ ଜୀବନରେ ଏକ ସଠିକ୍ ଉପାୟ ଭାବେ କାମ କରିଥାଏ। ହନୁମାନ ଚାଳିଶାର ଏହି ଛୋଟ ଛୋଟ ଉପାୟ ବ୍ୟକ୍ତିଙ୍କ ଜୀବନରେ ଅନେକ ସଙ୍କଟରୁ ମୁକ୍ତି ଦେଇଥାଏ। • ଯଦି ଆପଣଙ୍କ ମନରେ ଭୟ କିମ୍ବା ସବୁବେଳେ ଡରର ସ୍ଥିତି ରହିଥାଏ ତେବେ ହନୁମାନ ଚାଳିଶା ପ୍ରତିଦିନ ପାଠ କରନ୍ତୁ। ଏହା ଦ୍ବାରା ଆପଣଙ୍କୁ ନିର୍ଭୟତା ପ୍ରାପ୍ତି ହେବ। […]