ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ରାଜଧାନୀରେ ବୁଲୁଛି ଜାଲ୍ ନୋଟ୍! ୨୦ ଦିନ ପୂର୍ବରୁ ନୟାଗଡ଼ରୁ ଧରାପଡ଼ିଥିଲା ରାକେଟ୍

ଭୁବନେଶ୍ବର: କିଛି ଦିନ ତଳେ ନୟାଗଡ଼ ସହରରୁ ଏକ ରାକେଟ୍ ଠାବ ହୋଇଥିବା ବେଳେ ଏବେ ରାଜଧାନୀରେ ଜାଲ ନୋଟ୍ ବୁଲୁଥିବା ଜଣାପଡ଼ିଛି। ଅପୂର୍ବ ରଞ୍ଜନ ପଣ୍ଡା ନାମକ ଜଣେ ଯୁବକ ଜାଲି ନୋଟ୍ କଥା ଜାଣିବା ପରେ ଏହାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ତାଙ୍କ କହିବା ଅନୁସାରେ, ଶହେ ଟଙ୍କିଆ ନୋଟ୍ ତାଙ୍କ ହାତକୁ କାଗଜ ଭଳି ପତଳା ଲାଗିଥିଲା। ସନ୍ଦେହ ହେବାରୁ ନିରୀକ୍ଷଣ କରିବାରୁ ଏହା ଏକ ଜାଲ ନୋଟ୍ ବୋଲି ସେ […]