ମଙ୍ଗଳବାର ଦୁଇ ମହାମୁକାବିଲା: କେକେଆର ପାଇଁ କ୍ୟାପିଟାଲ୍ସ ଆହ୍ବାନ, ପଞ୍ଜାବକୁ ଭେଟିବ ମୁମ୍ବାଇ ରସେଲଙ୍କୁ ନେଇ ସଂଶୟ ଜାରି
ସାରଜା: ‘ଆଇପିଏଲ୍-୨୦୨୧’ ଦ୍ବିତୀୟ ଚରଣର ଆଉ ଏକ ମହତ୍ବପୂର୍ଣ୍ଣ ମୁକାବିଲାରେ ମଙ୍ଗଳବାର ପ୍ରଥମ ଟ୍ରଫି ଜିତିବା ଲକ୍ଷ୍ୟରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ଭେଟିବ। ୧୦ ମ୍ୟାଚ୍ରୁ ୮ ବିଜୟ ସହ ମୋଟ ୧୬ ପଏଣ୍ଟ ପାଇ ଦିଲ୍ଲୀ ଏକପ୍ରକାର ପ୍ଲେ ଅଫ୍ରେ ସ୍ଥାନ ସୁରକ୍ଷିତ କରି ନେଇଛି। ହେଲେ କେକେଆର୍ ପାଇଁ ଏହି ପଥ ଏବେବି ବଂଧୁର ରହିଛି। କାରଣ କେକେଆର୍ ୧୦ ମ୍ୟାଚ୍ରୁ ମାତ୍ର ୪ ବିଜୟ ପାଇ କେବଳ […]