ଖେଳ ଦେଶ ବିଦେଶ

ଆଜି ଆଇପିଏଲ ୨୦୨୦ ଫାଇନାଲ ; କିଏ ମାରିବ ବାଜି ? ଜାଣନ୍ତୁ କାହାର ପଲ୍ଲା ବେଶି ଭାରି

ନୂଆଦିଲ୍ଲୀ: ଆଜି ଆବୁ ଧାବୀରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ଆଇପିଏଲ ସିଜିନ ୧୩ର ଫାଇନାଲ ମ୍ୟାଚ୍ । ଚଳିତ ଆଇପିଏଲ ଟାଇଟଲ ଜିତି ମୁମ୍ବାଇ ୫ମ ଥର ପାଇଁ ଚାମ୍ପିୟନ ହେବା ଲକ୍ଷ୍ୟ ରଖିଛି । ସେପଟେ ଦିଲ୍ଲୀ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବାରୁ ମନବଳ ଦୃଢ ରହିଛି ଏବଂ ପ୍ରଥମ ଥର ପାଇଁ ଆଇପିଏଲ ଟାଇଟଲ ହାସଲ ପାଇଁ ଲକ୍ଷ୍ୟ ରଖିଛି । ପୂର୍ବ ମ୍ୟାଚ ଗୁଡିକୁ […]

ଖେଳ ଦେଶ ବିଦେଶ

ଲଗାତର ସେଞ୍ଚୁରୀ ପରେ ଡବଲ୍ ଡକ୍, ଆଇପିଏଲରେ ନିଜ ରେକର୍ଡରେ ନିଜେ ଲଜ୍ଜିତ ଶିଖର ଧାଓ୍ୱନ

ଦୁବାଇ,୩୧/୧୦: ଚଳିତ ଆଇପିଏଲରେ ଦିଲ୍ଲୀ ଡେୟାରଡେଭିଲ୍ସ ତରଫରୁ ଖେଳୁଛନ୍ତି ଶିଖର ଧାଓ୍ୱନ । ଚଳିତ ଆଇପିଏଲରେ ଧାଓ୍ୱନ ଏକ ବିରଳ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଲଗାତର ଦୁଇଟି ଶତକ ଲଗାଇବା ପରେ ଧାଓ୍ୱନ ପରବର୍ତ୍ତୀ ଦୁଇଟି ମ୍ୟାଚରେ କୌଣସି ରନ୍ ନକରି ପ୍ୟାଭିଲିୟନ ଫେରିଛନ୍ତି । ଏପରି କରିବାରେ ସେ ପ୍ରଥମ ବ୍ୟାଟସମ୍ୟାନ୍ ହୋଇଛନ୍ତି । ଏହି ବିରଳ ରେକର୍ଡରେ ସେ ଲଗାତର ଦୁଇଟି ମ୍ୟାଚରେ ଦୁଇଟି ଶତକ ଲଗାଇଥିଲେ । କିନ୍ତୁ ସତକ ଲଗାଇବାର […]

ଖେଳ ଦେଶ ବିଦେଶ

ଆଇପିଏଲ ୨୦୨୦ : ଟସ୍ ଜିତିଲା ଚେନ୍ନାଇ, ପ୍ରଥମେ କରିବ ଫିଲ୍ଡିଂ

ଦୁବାଇ, ୨୯/୧୦: ଆଜି ଚଳିତ ଆଇପିଏଲ୍‌ର ଏକ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ କୋଲକାତା ନାଇଟ୍‌ ରାଇଡର୍ସ । ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଚେନ୍ନାଇ । ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍ ଜିତି କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି । ଅର୍ଥାତ ପ୍ରଥମେ ବୋଲିଂ କରିବ ଚେନ୍ନାଇ । କୋଲକାତା ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ । ଲିଗ୍‌ ପର୍ଯ୍ୟାୟରେ ଦଳର ଆଉ ମାତ୍ର ୨ଟି […]

ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ ଅନୁଯାୟୀ ପ୍ରଦର୍ଶନ କରି ପାରିନାହାନ୍ତି। ତିନି ଥରର ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ସଂସ୍କରଣରେ ନିଜର ଖ୍ୟାତି ଅନୁଯାୟୀ ପ୍ରଦର୍ଶନ କରି ପାରିନାହିଁ ଏବଂ ଦଳ ପ୍ଲେଅଫ୍‌ ଦୌଡରୁ ବାଦ୍‌ ପଡିବାର ଦ୍ଵାର ଦେଶରେ ରହିଛି। ଦଳ ୧୦ଟି ମ୍ୟାଚ୍‌ରୁ ମାତ୍ର ୩ଟିରେ ବିଜୟୀ ହୋଇଛି। ୬ ପଏଣ୍ଟ […]