‘ଏମର୍ଜେନ୍ସି’ର ଟ୍ରେଲ୍ର ରିଲିଜ୍ ପରେ କଙ୍ଗନାଙ୍କୁ ମିଳିଲା ହତ୍ୟା ଧମକ
ଏମର୍ଜେନ୍ସି’ର ଟ୍ରେଲ୍ର ରିଲିଜ୍ ପରେ କଙ୍ଗନାଙ୍କୁ ହତ୍ୟା ଧମକ ଦେଲେ ଶିଖ୍ ସଂପ୍ରଦାୟର ଜଣେ ବ୍ୟକ୍ତି। ସିନେମାରେ ଯଦି ଜର୍ଣ୍ଣାଲ୍ ସିଂହ ଭିଣ୍ଡ୍ରନ୍ୱାଲେଙ୍କୁ ଆତଙ୍କବାଦୀ ଭାବେ ଚିତ୍ରିତ କରାଯାଇଥିବ ତ ଇନ୍ଦିରା ଗାନ୍ଧୀଙ୍କ ପରି ତୁମର ବି ଅବସ୍ଥା ହେବ ବୋଲି କହି ଦେଲେ ଧମକ। ମୁମ୍ବାଇ: ଅଭିନେତ୍ରୀ ତଥା ରାଜନେତ୍ରୀ କଙ୍ଗନା ରାଣାୱତ୍ଙ୍କୁ ମିଳିଛି ହତ୍ୟା ଧମକ। ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ଏମର୍ଜେନ୍ସି’ରେ ଅଭିନୟ କରିଥିବା ହେତୁ ତାଙ୍କୁ ଶିଖ୍ […]









