ସୁଟିଂ ପୂର୍ବରୁ ଲମ୍ବା ଛୁଟିରେ ଗଲେ ପୂଜା ହେଗ୍ଡେ, ଫଟୋ ସେୟାର କଲେ ଅଭିନେତ୍ରୀ
ମୁମ୍ବାଇ୧୧।୦୭: ସାଉଥ୍ ସୁନ୍ଦରୀ ପୁଜା ହେଗ୍ଡେ ଏବେ ଗୋଟିଏ ପରେ ଗୋଟିଏ ବିଗ୍ ବଜେଟ ଫିଲ୍ମ କରି ଖୁବ୍ ଚର୍ଚ୍ଚାରେ। ୨୦୧୪ରେ ତାମିଲ ଫିଲ୍ମ ମୁଗାମୁଡିରେ ତାଙ୍କୁ ପ୍ରଥମଥର ଦେଖିବାକୁ ମିଳିଥିଲା। ସେ ସାଉଥ୍ର ଓକା ଲୈଲା କୋସମ୍ ସିନେମାରେ ନାଗଚୈତନ୍ୟଙ୍କ ସାଙ୍ଗରେ ନଜର ଆସିଥିଲେ। ସେଥିରେ ତାଙ୍କ ଅଭିନୟ ଓ ବ୍ୟୁଟିନେସ୍କୁ ନେଇ ଅନେକ ପ୍ରଶଂସା କରାଯାଇଥିଲା। ଏହି ସୁନ୍ଦରୀ ଅଭିନେତ୍ରୀ ଜଣକ ନିର୍ଦ୍ଦେଶକ ତ୍ରି ବିକ୍ରମ ଓ ସୁପରଷ୍ଟାର ମହେଶ ବାବୁଙ୍କ ଏସ୍ ଏସ୍ […]