କୁତାଖାଇ ଗଳିରେ ମହିଳାଙ୍କୁ ବିଭତ୍ସ ହତ୍ୟା, ବେକ କାଟି ହତ୍ୟା କରିଛି ଦୁର୍ବୃତ୍ତ
କଟକ, ୧୫/୦୭: କଟକ ଅନ୍ତର୍ଗତ କୁତାଖାଇ ଗଳିରେ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଥିବା ଜଣାପଡ଼ିଛି । ଜଣେ ମହିଳାଙ୍କ ଵେକ କାଟି କେହି ଦୁର୍ଵୃତ୍ତ ହତ୍ୟା କରିଛି । ମୃତ ମହିଳା ଜଣକ ହେଲେ ଭି ଗୁଣଵତୀ । ଏକୁଟିଆ ଥିବା ସମୟରେ ଘରେ ପଶି ଗୁଣବତୀଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।