ଅବସରପ୍ରାପ୍ତ ସେନାକର୍ମଚାରି ସ୍ତ୍ରୀଙ୍କୁ ହତ୍ୟା ଘଟଣା ପୁରିଲା ୫ ବର୍ଷ; ଫରେନସିକ ଲ୍ୟାବରୁ ନମୁନା ରିପୋର୍ଟ ଫାଇଲ ଗାଏବ
ନୀଳଗିରି ୨୦/୦୭: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ୨୦୧୭ ମସିହାରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରେ ଘଟିଥିବା ହତ୍ୟାକାଣ୍ଡକୁ ୫ ବର୍ଷ ପୁରିଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାର ଅଭିଯୁକ୍ତକୁ ଧରିବାରେ ପୋଲିସ ସଫଳ ହୋଇନାହିଁ। ଭୁବନେଶ୍ୱର ଫରେନସିକ ଲ୍ୟାବରୁ ଏହି ନମୁନା ରିପୋର୍ଟ ଫାଇଲ ଗାଏବ ହେବାପରେ ଘଟଣା ପଛରେ ସାଂଘାତିକ ଷଡ଼ଯନ୍ତ୍ର ଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ନୀଳଗିରି ବାଇପାସ ରାସ୍ତା କଦମ୍ବସାହି ଅଞ୍ଚଳରେ ନୂଆ ଘର କରି ସିଆଡ଼ିମାଳ ଅଞ୍ଚଳର ଅବସର ପ୍ରାପ୍ତ […]