ରାୟଗଡ଼ାରେ ଝାଡାବାନ୍ତି ନେଲା ଆଉ ଏକ ଜୀବନ, ୧୧ରେ ପହଞ୍ଚି ମୃତ୍ୟୁ ସଂଖ୍ୟା
ରାୟଗଡ଼ା ୨୭।୦୭ : ଝାଡାବାନ୍ତିରେ ଗଲା ଆଉ ଗୋଟିଏ ଜୀବନ । ମୃତକଙ୍କ ନାମ ରାୟଗଡ଼ା ଟିକିରି ଜାମୁଗୁଡାର ସୁନି ମାଝି ବୋଲି ଜଣାପଡିଛି । ମୃତ୍ୟୁବେଳକୁ ତାଙ୍କ ବୟସ ୫୬ ବର୍ଷ ବୋଲି ଜଣାପଡିଛି । ଏବେ ଯାଏଁ ୧୧ରେ ପହଞ୍ଚିଲାଣି ମୃତ୍ୟୁସଂଖ୍ୟା । ଖବର ଅନୁଯାୟୀ, ଗତ ଦୁଇ ଦିନ ଧରି ଝାଡାବାନ୍ତିରେ ଆକ୍ରାନ୍ତ ଥିଲେ ଟିକିରି ଜାମୁଗୁଡ଼ାର ସୁନି ମାଝି । ଆଉ ଏବେ ତାଙ୍କର ଜୀବନ ଯାଇଛି । ଯାହାକୁ ନେଇ […]