ଛାଡପତ୍ର ପରେ ନୂଆ ଘର କିଣିଲେ ସାମନ୍ଥା, ପୂର୍ବ ସ୍ଵାମୀ ନାଗାଙ୍କ ସହ ରହିଛି କନେକ୍ସନ୍
ମୁମ୍ବାଇ ୨୯।୦୭: ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୃଙ୍କ ନାମ ଏବେ ସେହି ଅଭିନେତ୍ରୀମାନଙ୍କ ତାଲିକାରେ ସାମିଲ୍ ହୋଇଛି। ଯିଏ ଅଳ୍ପ ସମୟରେ ଏକ ବଡ଼ ସ୍ଥାନ ସୃଷ୍ଟି କରିଛନ୍ତି । ସୋସିଆଲ ମିଡିଆ ଷ୍ଟାରଡମ୍ ହେଉ କିମ୍ବା ଦକ୍ଷ ଅଭିନୟ ତାଙ୍କ ଚମତ୍କାରତା ସବୁଆଡେ ଘୁରି ବୁଲୁଛି। ସାମନ୍ଥା ତାଙ୍କ ବୃତ୍ତିଗତ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖୁବ୍ ଆଲୋଚନାରେ ରୁହନ୍ତି। ଏହି ସମୟରେ ତାଙ୍କୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସୁଛି । […]