ଫକୀରମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଡାକ୍ତର ମରୁଡ଼ି, ଡାକ୍ତରଖାନାରେ ଅଚଳାବସ୍ଥା!
ବାଲେଶ୍ବର: ଫକୀରମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଡାକ୍ତରଙ୍କ ମରୁଡ଼ି। ପ୍ରାୟ ସବୁ ବିଭାଗରେ ଡାକ୍ତର ପଦ ଫାଙ୍କା ପଡ଼ିଛି। ଡାକ୍ତର ଅଭାବ କାରଣରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିବା ବେଳେ ପ୍ରତିଦିନ ବହୁ ରୋଗୀ ଉପଯୁକ୍ତ ସେବା ନପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ବିଭାଗରେ କିଛି ଡାକ୍ତରଙ୍କ ପଦୋନ୍ନତି ହୋଇଥିବା ବେଳେ ଆଉ କିଛି ଡାକ୍ତର (ପୋଷ୍ଟ ପିଜି)ଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଡାକ୍ତରଙ୍କ ମରୁଡ଼ିକୁ ନେଇ କିଛିଦିନ ତଳେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ […]