ଡରାଇଲାଣି ଅଜଣା ରୋଗ, ୧୪ ଦିନରେ ଗଲାଣି ୮ଜଣଙ୍କ ଜୀବନ
ମାଥିଲି ୧୩।୦୯ : ଜୀବନ ନେଉଛି ଅଜଣା ରୋଗ । ମାଲକାନଗିରି ଜିଲ୍ଲା ମାଥିଲେ ବ୍ଲକ ହଳଦୀକୁଣ୍ଡରେ ଏବେ ଆତଙ୍କ ସୃଷ୍ଟି କରିଛି ଅଜଣା ରୋଗ । ଗତ ୧୪ ଦିନ ମଧ୍ୟରେ ୮ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏବେବି ୧୦ରୁ ଅଧିକ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଖବର ଅନୁଯାୟୀ, ମାଥିଲି ବ୍ଲକ ହଳଦୀକୁଣ୍ଡରେ ରବିବାର ରାତିରେ ଅଜଣା ରୋଗରେ ପୁଣି ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି । ମୃତକ ହଳଦୀକୁଣ୍ଡ ନିକଟସ୍ଥ […]