ଅଜଣା ଗାଡି ଧକ୍କାରେ ସ୍ତ୍ରୀ ମୃତ, ସ୍ୱାମୀ ଓ ଦିଅର ଆହତ
ପାଟଣା ୨୮।୦୯ : କେନ୍ଦୁଝର ଜିଲ୍ଲା ୨୨୦ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡିରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଓ ଦିଅର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ନୁସୁରିପଶି ଗାଁର ସୋମବାରୀ ମୁଣ୍ଡା , ସ୍ୱାମୀ ଓ ଦିଅରଙ୍କ ଲୁନା ଯୋଗେ ଗାଁ ନିକଟରେ ଥିବା ବଇଦଙ୍କ ନିକଟକୁ ଯାଇଥିଲେ । କିଛି ଦିନ ଧରି ତାଙ୍କର […]