ଧରାପଡିଲା ଚୋର, ଖୁଣ୍ଟରେ ବାନ୍ଧି ଛେଚିଲେ ଗାଁଲୋକେ
ଯାଜପୁର ୦୫।୧୦ : ଧରାପଡିଲା ଚୋର । ଖୁଣ୍ଟରେ ବାନ୍ଧି ମାଡମାରିଲେ ସ୍ଥାନୀୟଲୋକେ । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାର ଲାଗିଛି । ଖବର ଅନୁଯାଯୀ, ଯାଜପୁର ମଙ୍ଗଳପୁର ଥାନା ଜୟନ୍ତୀରା ପଞ୍ଚାୟତରେ କିଛି ଦିନ ତଳେ ୫ଟି ମନ୍ଦିରରୁ ଚୋରି ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । କିନ୍ତୁ ବହୁ ଖୋଜାଖୋଜି ପରେ ବି କୌଣସି ଲୁଟେରାକୁ କରିବାରେ ସଫଳ ହୋଇନଥିଲା ପୋଲିସ । ଶେଷରେ ମଙ୍ଗଳବାର […]