ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଜନତା ଦଣ୍ଡ
ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ହତ୍ୟା, ବୋମା ମାଡ଼, ଡକାୟତି, ଲୁଟ୍ ଭଳି ଆତଙ୍କ ରଚୁଥିବା ଗୋଟିଏ ପରେ ଗୋଟିଏ ଦୁର୍ଦ୍ଦାନ୍ତ ଅପରାଧୀ ଜନତାଙ୍କ ହାତରେ ଜୀବନ ଦେଉଥିବା ଦେଖାଯାଇଛି। ଯେଉଁ କୁଖ୍ୟାତ ଅପରାଧୀମାନଙ୍କ ଭୟରେ ଜନତା ଦିନେ ଥରହର ହେଉଥିଲେ, ଶେଷରେ ସାହସ ସଞ୍ଚୟ କରି ସବୁଦିନ ପାଇଁ ସେହି ଜନତା ହିଁ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରାସ୍ତାରୁ ହଟାଇ ଦେଉଥିବା ଦେଖାଯାଉଛି। କେଉଁଠି ଜନତା ତ କେଉଁଠି ସଂପୃକ୍ତ ଅପରାଧୀଙ୍କ ସହଯୋଗୀ ହିଁ ମିଳିମିଶି ସେମାନଙ୍କୁ […]
