ରାଉରକେଲାରେ ହକି ମହାକୁମ୍ଭ ପ୍ରସ୍ତୁତି, ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବଙ୍କ ସହ କ୍ରୀଡା ସଚିବ
ରାଉରକେଲା ୧୭/୧୧: ୨୦୨୩ରେ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି ହକି ମହାକୁମ୍ଭ ପୁରୁଷ ହକି ବିଶ୍ୱ କପ । ସେଥିପାଇଁ ଆଜି ରାଉରକେଲା ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ମୁଖ୍ୟ ଶାସନ ସଚିବଙ୍କ ସହ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ମଧ୍ୟ ସ୍ୱତନ୍ତ୍ର ବିମାନ ଯୋଗେ ସକାଳ ୧୦.୪୮ ମିନିଟ୍ରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିଥିଲେ । ଗସ୍ତ କାଳରେ ପ୍ରଥମେ ବିମାନ ବନ୍ଦରର ସମ୍ପ୍ରସାରଣ କାମ, BPUT ପରିସରରେ ଚାଲିଥିବା […]









