ଭିନ୍ନ କାମରେ ଲାଗୁଛି ଡିଏମ୍ଏଫ୍ ଟ୍ୟାଙ୍କର୍: ଆଦିବାସୀଙ୍କ ବଦଳରେ ଚାରାକୁ ପାଣି!
ରାଉରକେଲା : ରାଉରକେଲାରେ ଡିଏମଫଏଫ୍ ଅର୍ଥ ଖର୍ଚ୍ଚ ପାଇଁ ରହିଥିବା ନିୟମର ଉଲ୍ଲଘଂନ କରାଯାଇଛି। ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ପାଇଁ ପାନୀୟ ଜଳ ଯୋଗାଣ ପାଇଁ କିଣା ଯାଇଥିବା ଟ୍ୟାଙ୍କର୍ସବୁ ବର୍ତ୍ତମାନ ରାଉରକେଲାରେ ରାସ୍ତକଡ଼ରେ ଲଗା ଯାଇଥିବା ଚାରାରେ ପାଣି ଦେବାଲାଗି ବ୍ୟବହାର କରାଯାଉଛି। ଆଦିବାସୀଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ଏହି ଟ୍ୟାଙ୍କର୍ ବ୍ୟବହାର ହେବା ବଦଳରେ କିଭଳି ଚାରାରେ ପାଣିଦେବା ପାଇଁ ବ୍ୟବହାର କରାଯାଉଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ସୂଚନା ଅନୁସାରେ, […]









