ଯୁବତୀଙ୍କୁ ଦୁଷ୍କର୍ମ ପରେ ଫଟୋ ଭାଇରାଲ୍!
କଟକ : କଟକରେ ରହୁଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। କେତେକ ଅନ୍ତରଙ୍ଗ ଫଟୋକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରାଯାଇଛି। ସୂଚନା ଅନୁଯାୟୀ, ଖୋର୍ଧା ଜିଲ୍ଲା ଟାଙ୍ଗୀର ସଂପୃକ୍ତ ଯୁବକ ଢେଙ୍କାନାଳ ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ଗଲା ୪ ବର୍ଷ ହେଲା ସଂପର୍କରେ ଥିଲା। ଏବେ କଟକରେ ରହୁଥିବା ଏହି ଯୁବତୀଙ୍କ ସହିତ ସମ୍ପର୍କ ଘନିଷ୍ଠ ହେବାରୁ ତାହା ପ୍ରେମ ଆଡ଼କୁ ଗତି କରିଥିଲା। ଉଭୟ ବିଭିନ୍ନ ସ୍ଥାନରେ ଏକାଠି ରହିଥିଲେ। […]









