ଅପରାଧ ରାଜ୍ୟ

ଡାକ୍ତରଙ୍କ ନାଆଁରେ ଚିକିତ୍ସା ବାହାନାରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ: ପୁଲିସର ପଚରାଉଚରା

ବାରିପଦା: ବାରିପଦାର ପିଆରଏମ୍ ମେଡିକାଲରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ନାଆଁରେ ଅସଦାଚରଣ ଅଭିଯୋଗ ଆସିଛି। ଉକ୍ତ ଡାକ୍ତରଜଣକ ଜଣେ ନାବାଳିକାଙ୍କୁ ଅସଦାଚରଣ କରିଥିବା ନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ସମ୍ପୃକ୍ତ ଡାକ୍ତରଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିବାର ସୂଚନା ମିଳିଛି। ଉକ୍ତ ଡାକ୍ତରଙ୍କ ନାମ ଡକ୍ଟର ସୌରଭ ଉପାଧ୍ୟାୟ ବୋଲି ଜଣାଯାଇଛି। ଏହି ଅସଦାଚରଣ ଘଟଣା ଗତକାଲି ରାତିରେ ଘଟିଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ପିଆରଏମ୍ ମେଡିକାଲରେ ଉତ୍ତେଜନା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜଧାନୀରେ ଘନ କୁହୁଡ଼ି: ଭୁବନେଶ୍ବର ବିମାନବନ୍ଦରରେ ବିମାନ ଚଳାଚଳ ବ୍ୟାଘାତ

ଭୁବନେଶ୍ବର: ଆଜି ରାଜଧାନୀରେ ଘନ କୁହୁଡ଼ି ପରିଲକ୍ଷିତ ହେଉଛି। ଏହି ଘନ କୁହୁଡ଼ି ପାଇଁ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାର ସୂଚନା ମିଳିଛି। ଭୁବନେଶ୍ବରରୁ ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବେଙ୍ଗାଲୁରୁ ଅଭିମୁଖେ ଯାତାୟତ କରୁଥିବା ବିମାନ ଯଥା ସମୟରେ ଉଡ଼ାଣ ଆରମ୍ଭ କରିପାରିନାହିଁ। ଉଲ୍ଲେଖଯୋଗ୍ୟ, ଟ୍ୱିନି ସିଟି କଟକ-ଭୁବନେଶ୍ୱରରେ ଆଜି ସକାଳୁ ଘନ କୁହୁଡି ପଡିଛି। ଚାରିଆଡେ ଘନ କୁହୁଡ଼ିର ଆସ୍ତରଣ। ଯୁଆଡ଼େ ଚାହିଁଲେ କେବଳ କୁହୁଡ଼ି ହିଁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଟ୍ୱିନି ସିଟି କଟକ-ଭୁବନେଶ୍ୱରରେ ଘନ କୁହୁଡି

ଭୁବନେଶ୍ୱର: ଟ୍ୱିନି ସିଟି କଟକ-ଭୁବନେଶ୍ୱରରେ ଆଜି ସକାଳୁ ଘନ କୁହୁଡି ପଡିଛି। ଚାରିଆଡେ ଘନ କୁହୁଡ଼ିର ଆସ୍ତରଣ। ଯୁଆଡ଼େ ଚାହିଁଲେ କେବଳ କୁହୁଡ଼ି ହିଁ କୁହୁଡ଼ି। ଘନ କୁହୁଡି ଯୋଗୁ ୫୦ ମିଟର ଦୂରରୁ କିଛି ଦେଖି ହେଉନାହିଁ। ସ୍ଥାନେ ସ୍ଥାନେ ମୁହଁକୁ ମୁହଁ ବି ଚିହ୍ନି ହେଉନି। ଘନ କୁହୁଡି ଯୋଗୁଁ ଗାଡ଼ି ଚାଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗତ ଦୁଇ ଦିନ ହେଲା ରାଜ୍ୟରେ ଶୀତ ସାମାନ୍ୟ କମିଥିବା ବେଳେ […]

ରାଜ୍ୟ

ହେମଗିର ଗର୍ଜନପାହାଡ଼ରେ ମହାବଳ !

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ସୁନ୍ଦରଗଡ଼ : ହେମଗିର ଗର୍ଜନପାହାଡ଼ରେ ମହାବଳ ବାଘ ଦେଖାଯାଇଥିବା ଚର୍ଚ୍ଚା ହେଉଛି। ଏପରିକି ବାଘର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଗର୍ଜନପାହାଡ଼ର ମନୋହରପୁର କୋଇଲା ଖଣି ଡମ୍ପିଂ ଅଞ୍ଚଳରେ ଗତ ଗୁରୁବାର ରାତିରେ ଜଣେ ଡ୍ରାଇଭର ଗାଡ଼ି ନେଇ […]

ଅପରାଧ ରାଜ୍ୟ

ସୁରତରେ ଓଡ଼ିଆ ନାବାଳିକାକୁ ହତ୍ୟା ଘଟଣାରେ ହଇଚଇ

ବ୍ରହ୍ମପୁର : ସୁରତରେ କାମ କରୁଥିବା ଗଞ୍ଜାମ ଜିଲ୍ଲାର ଏକ ପରିବାରର ନାବାଳିକା ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବିଭିନ୍ନ ମହଲରେ ହଇଚଇ ସୃଷ୍ଟିହୋଇଛି। ସୁରତ ପୁଲିସ ହତ୍ୟାକାରୀକୁ ଗିରଫ କରି ଶୁକ୍ରବାର ଦିନ କୋର୍ଟଚାଲାଣ କରିଛି। ଏପଟେ ଓଏସ୍‌ସିପିସିଆର୍‌ ଅଧ୍ୟକ୍ଷା ମନ୍ଦାକିନୀ କର ପୀଡ଼ିତାଙ୍କ ପରିବାରକୁ ଆବଶ୍ୟକ ସହଯୋଗ ପ୍ରଦାନ କରିବାକୁ ଗୁଜରାଟର ମହିଳା ଓ ଶିଶୁ ବିକାଶ ବିଭାଗ, ସୁରତ ଜିଲ୍ଲାପାଳ ଏବଂ ଏସ୍.ପି.ଙ୍କୁ ଅନୁରୋଧ କରିଛନ୍ତି। ଭୁବନେଶ୍ବର ଚାଇଲ୍ଡ ଲାଇନ୍‌ର ନିର୍ଦ୍ଦେଶରେ […]

ରାଜନୀତି ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେଲେ ବର୍ଷା

ଭୁବନେଶ୍ବର : ପଦ୍ମପୁର ଉପନିର୍ବାଚନରେ ବିଜୟୀ ହେବା ପରେ ଶୁକ୍ରବାର ଦିନ ବର୍ଷା ସିଂ ବରିହା ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଦଳର ବରିଷ୍ଠ ନେତା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ସିଂହଦେଓ, ପ୍ରଭାସ କୁମାର ସିଂ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ଟୁକୁନି ସାହୁ, ରୀତା ସାହୁ, ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖଙ୍କ ସହିତ ଯାଇ ବର୍ଷା ନବୀନଙ୍କ ଆଶୀର୍ବାଦ ନେଇଥିଲେ। ଏହା ପୂର୍ବରୁ ସେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସତ୍ୟନାରାୟଣ ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ଢ଼େଙ୍କିକୋଟ/ଘଟଗାଁ: ସତ୍ୟନାରାୟଣ ବିଦ୍ୟାପୀଠ ଅଞ୍ଚଳ ପାଇଁ ଶିକ୍ଷା କ୍ଷେତ୍ରରେ ଆଲୋକବର୍ତ୍ତିକା ହୋଇପାରିଛି। ଆଜି ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦଘାଟନ କରି ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଏହା କହିଛନ୍ତି। ଶ୍ରୀ ପାତ୍ର କହିଥିଲେ ଯେ ଏହି ବିଦ୍ୟାଳୟରେ ଅଧ୍ୟୟନ କରି ଅନେକ ଡ଼ାକ୍ତର , ଇଞ୍ଜିନିୟର , ଓଏଏସ ଏବଂ ଆଇଏ ଏସ ହେଇଛନ୍ତି। ଏହି ଅବସରରେ ସେ ଦିବଂଗତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପୃଷ୍ଟି ଓ କୈଳାସ ଚନ୍ଦ୍ର ସାହୁଙ୍କ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଚେନ୍ନାଇରେ ୫ ଶ୍ରମିକଙ୍କୁ ବିକ୍ରି

ରା.ଉଦୟଗିରି : ଦାଦନ ଶ୍ରମିକ ଭାବେ ରୋଜଗାର ପାଇବା ଆଶାରେ ଯାଇଥିବା ୫ ଜଣ ଶ୍ରମିକଙ୍କୁ ଦଲାଲ ବିକ୍ରିକରି ଦେଇଥିବା ଭଳି ଚାଞ୍ଚଲ୍ୟକର ଅଭିଯୋଗ ଗଜପତି ଜିଲ୍ଲାରୁ ଆସିଛି। ଶ୍ରମିକମାନେ ହେଲେ, ରା.ଉଦୟଗିରି ବ୍ଲକ୍‌ ପୁରୁଣାପାଣି ପଞ୍ଚାୟତ କାଲାଦ୍ୱାରି ଗ୍ରାମର ସୁରେନ୍ଦ୍ର ରଇତ, କୁରେଶ ରଇତ, ସୁଦାମ ରଇତ, ଦିପୁ ରଇତ ଓ ଅଲରା ଗ୍ରାମର ଉମାଶଙ୍କର ମଲିକ। ଗଞ୍ଜାମ ଜିଲ୍ଲା ବରମୁଣ୍ଡୁଳି ଗ୍ରାମ ତଥା ଗଜପତି ଜିଲ୍ଲା କୁରୁବା ଗ୍ରାମର ଦଲାଲ୍‌ ମହେନ୍ଦ୍ର ସେମାନଙ୍କୁ ଚେନ୍ନାଇର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନବୀନ ନିବାସରେ ମେଡିକାଲ ଛାତ୍ର ଇଫୁ ମଲ୍ଲିକ: ଇଫୁଙ୍କ ସହିତ ସେଲ୍‌ଫି ଉଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ନିଟ୍ ପରୀକ୍ଷାରେ ସଫଳତା ହାସଲ କରି କୋରାପୁଟସ୍ଥିତ ସହିଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବାଲିଗୁଡାର ଛାତ୍ର ଇଫୁ ମଲ୍ଲିକ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅବସରରେ ଇଫୁ ଅତ୍ୟନ୍ତ ଭାବବିହ୍ବଳ ହେବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ତାଙ୍କୁ ବହୁତ ଖୁସି ଦେଇଥିବା ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଇଫୁଙ୍କୁ ଅଭିନନ୍ଦନ ଓ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କ୍ଷେତ୍ର ପରିଦର୍ଶନରୁ ଧରାପଡ଼ିଲା ଜାଲିଆତି: ମିଛ ଚାଷୀ, ମିଛ ଜମି

କେନ୍ଦୁଝର : ମିଛ ଜମିରେ ମିଛିମିଛିକା ଚାଷ। କେଉଁଠି ଖେଳପଡ଼ିଆ ତ ଆଉ କେଉଁଠି ପୋଖରୀକୁ ଧାନକ୍ଷେତ ବୋଲି ଦର୍ଶାଇଥିଲେ।‌ ଏପରି ଗୋଟିଏ କି ଦୁଇଟି ନୁହେଁ ୫୪ ହଜାର ୭୩୬ଟି ପ୍ଲଟ୍‌ରେ ଧାନଚାଷ ହୋଇଛି ବୋଲି ଦର୍ଶାଇ ବହୁ ନକଲି ଚାଷୀ ଓ ଦଲାଲ ଧାନ ବିକ୍ରି କରିବାକୁ ମସୁଧା କରିଥିଲେ। ହେଲେ, ସାଟେଲାଇଟ୍‌ ସର୍ଭେ ବେଳେ ଏସବୁ ପ୍ଲଟ୍‌ ଗୁଡ଼ିକୁ ନେଇ ସନ୍ଦେହ ହେବାରୁ ‌ରାଜସ୍ବ ଏବଂ ସମବାୟ ବିଭାଗ କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ […]