ଜାଣିଶୁଣି କୋଭିଡ୍-୧୯ ଆକ୍ରାନ୍ତ ହେଲେ ଚୀନା ଗାୟିକା ଜାନି ସାଙ୍ଗ୍
ନୂଆଦିଲ୍ଲୀ: ଜାଣିଶୁଣି କରୋନାଭାଇରସ୍ଦ୍ବାରା ସଂକ୍ରମିତ ହେବା ପରେ ଚୀନା ଗାୟିକା ତଥା ଗୀତିକାର ଜାନି ସାଙ୍ଗ୍ ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚିତ ହୋଇଛନ୍ତି। ‘ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ୍’ ରିପୋର୍ଟ କରିଛି, କୋଭିଡ୍ ପଜିଟିଭ୍ ବାହାରିଥିବା ବନ୍ଧୁମାନଙ୍କ ସହିତ ମିଳାମିଶା କରି ସେ କରୋନାଭାଇରସ୍ଦ୍ବାରା ଆକ୍ରାନ୍ତ ହୋଇଥିବା କଥା କହିଛନ୍ତି। ‘ୱେଇବୋ’ରେ ଗାୟିକା ସାଙ୍ଗ୍ କହିଛନ୍ତି ଯେ, ସେ ମଧ୍ୟ ଭୂତାଣୁ ବାହକ ‘ମେଷ’ମାନଙ୍କ (ସିପ୍) ଘରକୁ ଯାଇଥିଲେ। ସମ୍ପ୍ରତି ଚୀନ୍ରେ ‘ଓମିକ୍ରନ୍’ର ‘ବିଏଫ୍.୭’ ଭୂତାଣୁଜନିତ କୋଭିଡ୍-୧୯ […]









