ନକଲି ଔଷଧ: ନିୟନ୍ତ୍ରଣରେ ନାହିଁ ଅନ୍ଲାଇନ୍ କାରବାର
ଭୁବନେଶ୍ବର : ରାଜ୍ୟରେ ନକଲି ଔଷଧର ସାଂଘାତିକ ସ୍ଥିତି ଉପୁଜିଲାଣି। ୨୦୨୨ ମସିହାରେ କେବଳ ୧୦ରୁ ଅଧିକ ନକଲି ଔଷଧ ରାଜ୍ୟରେ ଚିହ୍ନଟ ହୋଇସାରିଲାଣି। ତହିଁରୁ କିଛି ଔଷଧ ରାଜ୍ୟ ବାହାରୁ ଆସିଥିବା ବେଳେ ଆଉ କେତେକ ରାଜ୍ୟ ଭିତରେ ପ୍ରସ୍ତୁତ ହୋଇଛି। ଏଭଳି ଅନେକ ନକଲି ଔଷଧ ଆଦୌ ଚିହ୍ନଟ କରିବାରେ ସକ୍ଷମ ହୋଇପାରିନାହିଁ ଭେଷଜ ନିର୍ଦେଶାଳୟ। ତେବେ ଚିହ୍ନଟ ସମସ୍ତ ନକଲି ଔଷଧ ହୋଲସେଲ୍ ଓ ଖୁଚୁରା ଦୋକାନରୁ ଜବତ ହୋଇଥିବା ବେଳେ ଅନ୍ଲାଇନ୍ […]









