ଦିଲ୍ଲୀ ଆତଙ୍କ: ଅଞ୍ଜଳିଙ୍କୁ ଘୋଷାରି ନେଇଥିବା କାର୍ର ମାଲିକ ଗିରଫ
ନୂଆଦିଲ୍ଲୀ: ଜାନୁଆରି ପହିଲାରେ (ରାତି ୨ଟା) ୨୦ ବର୍ଷୀୟ ଅଞ୍ଜଳିଙ୍କୁ କିଛି କିଲୋମିଟର୍ ଘୋଷାରି ନେଇଥିବା ବାଲେନୋ କାର୍ର ମାଲିକ ଆଶୁତୋଷଙ୍କୁ ଆଜି ଦିଲ୍ଲୀ ପୁଲିସ ଗିରଫ କରିଛି। ଅଞ୍ଜଳିଙ୍କ ସ୍କୁଟର୍କୁ ଧକ୍କା ଦେବା ସମୟରେ ଉକ୍ତ କାର୍ରେ ୫ଜଣ ବ୍ୟକ୍ତି ଥିଲେ। ସେମାନେ ହେଲେ, ୨୬ ବର୍ଷିୟ ଦୀପକ ଖାନ୍ନା, ୨୫ ବର୍ଷିୟ ଅମିତ ଖାନ୍ନା, ୨୭ ବର୍ଷିୟ କୃଷ୍ଣ, ୨୬ ବର୍ଷିୟ ମିଥୁନ ଓ ୨୭ ବର୍ଷିୟ ମନୋଜ ମିତ୍ତଲ। ସମ୍ପ୍ରତି ସେମାନେ ପୁଲିସ […]









