କାର୍ କିଣା ହାରାହାରି ଖର୍ଚ୍ଚ ୬ ଲକ୍ଷ ଟଙ୍କାକୁ ବୃଦ୍ଧି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ : ଭାରତୀୟମାନଙ୍କ କାର୍ କିଣା ବ୍ୟୟରେ ୨୦୨୨ରେ ୩୦% ବୃଦ୍ଧି ହୋଇଛି। କାର୍ସ୨୪ର ଏକ ରିପୋର୍ଟରେ ଦାବି କରାଯାଇଛି ଯେ କାର୍ କିଣିବାର ହାରାହାରି ବ୍ୟୟ ସାଢ଼େ ଚାରି ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୬ ଲକ୍ଷ ଟଙ୍କା ହୋଇଛି। […]









