ଫ୍ଲୋରିଡା ହସ୍ପିଟାଲ୍ରୁ ରିଲିଜ୍ ହେଲେ ବ୍ରାଜିଲ୍ର ପୂର୍ବତନ ରାଷ୍ଟ୍ରପତି ଜାଇର୍ ବୋଲ୍ସୋନାରୋ: ରିପୋର୍ଟ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଫ୍ଲୋରିଡା ଅନ୍ତର୍ଗତ ଅର୍ଲାଣ୍ଡୋ ନିକଟରେ ଥିବା ଏକ ଡାକ୍ତରଖାନାରୁ ବ୍ରାଜିଲ୍ର ପୂର୍ବତନ ରାଷ୍ଟ୍ରପତି ଜାଇର୍ ବୋଲ୍ସୋନାରେ ମୁକ୍ତ ହୋଇଥିବା କଥା ତାଙ୍କ ପରିବାରର ନିକଟତମସୂତ୍ରରୁ ଉଦ୍ଧାର କରି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି। ରାଷ୍ଟ୍ରପତି […]









