ମଧ୍ୟବିତ୍ତ ଶ୍ରେଣୀର ସମସ୍ୟା ପ୍ରତି ସଚେତନ ଅଛି: ବଜେଟ୍ ଆଗରୁ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ: ସେ ମଧ୍ୟବିତ୍ତର ଶ୍ରେଣୀରୁ ଆସିଥିବାରୁ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ସଚେତନ ଅଛନ୍ତି ବୋଲି ରବିବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସୂଚନାଯୋଗ୍ୟ, ପ୍ରତିବର୍ଷ ପରି ଏ ବର୍ଷ ବି ଆଶା କରାଯାଉଛି ଯେ, ଆଗାମୀ ବଜେଟ୍ରେ […]









