ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୱନଦୀପ ରାଜନ Indian Idol-12 ସିଜିନର ୱିନର

ନୂଆଦିଲ୍ଲୀ: ଦେଶର ସବୁଠାରୁ ପପୁଲାର ସିଙ୍ଗିଙ୍ଗ ରିୟଲିଟି ଶୋ ଇଣ୍ଡିଆନ୍ ଆଇଡଲ୍-୧୨ ସିଜିନର ପରିସମାପ୍ତି ଘଟିଛି । ବହୁ ସମୟ ଧରି ଏହି ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନୋରଞ୍ଜନ କରିଆସୁଥିଲା । ତେବେ ଚଳିତ ସିଜିନର ୱିନର ହୋଇଛନ୍ତି ପବନଦୀପ ରାଜନ । ପବନଦୀପଙ୍କ ଗୀତକୁ ଉଦିତ ନାରାୟଣ, ଆଲକା ୟାଗ୍ନିକ, ଅମିତ କୁମାର, ଲତା ମଙ୍ଗେସ୍କରଙ୍କ ପରି ବଲିଉଡର ଅନେକ ପ୍ରସିଦ୍ଧ ପ୍ରଚ୍ଛଦପଟ୍ଟ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକମାନେ ଖୁବ୍ ପ୍ରଶଂସା କରିଥିଲେ । ବିଶିଷ୍ଟ […]