କଟକ ସହରରେ ଦିନକୁ ଦିନ ବଢୁଛି ଅପରାଧ, ସୁରକ୍ଷା ଦୃଷ୍ଟିରୁ ଅଧିକରୁ ଅଧିକ ସିସିଟିଭି ଲଗାଇବାକୁ ସହରବାସୀଙ୍କ ଦାବି
କଟକ ୨୨।୬: କଟକ ସହରରେ ଦିନକୁ ଦିନ ବଢୁଛି ଅପରାଧ । ଅପରାଧ ଦମନ ପାଇଁ ପୋଲିସ ଯେତେ ପଇଁତରା ମାରିଲେ ବି ଅପରାଧୀ କିନ୍ତୁ ନୂଆ ନୂଆ ତରିକା ଆପଣାଇ ଘଟାଇ ଚାଲିଛନ୍ତି ଅପରାଧ । ଅପରାଧୀଙ୍କ କାର୍ଯ୍ୟକଳାପକୁ ନଜର ରଖିବା ପାଇଁ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଛି । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏହା ଫେଲ୍ ମାରିବା ଭଳି ମନେ ହେଉଛି । କାରଣ କେଉଁଠି ସିସିଟିଭି କାମ କରୁନି ତ ଆଉ […]